ମାର୍ଚ୍ଚ ୩୦ରେ ସେନ୍ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର

ମେଲବୋର୍ଣ୍ଣ : ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିସି)ଠାରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଭିକ୍ଟୋରିଆ ରାଜ୍ୟର ପ୍ରିମିୟର (ଆମ ଦେଶର ମୁଖ୍ୟମନ୍ତ୍ରୀ ପରି) ଡାନିଏଲ ଆଣ୍ଡ୍ର୍ୟୁଜ୍ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ପୂର୍ବରୁ ୱାର୍ଣ୍ଣଙ୍କ ପରିବାର ପକ୍ଷରୁ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କରାଯିବ। ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ଏମସିସିକୁ … Continue reading ମାର୍ଚ୍ଚ ୩୦ରେ ସେନ୍ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର